Zoom

  • Increase
  • Decrease
  • Normal

Current Zoom: 100%

You are here

ସତ୍ୟ ଘଟଣ। (True Story)

Error message

  • Warning: count(): Parameter must be an array or an object that implements Countable in theme_table() (line 1997 of /home/livolink/public_html/pms/shramikvikasblog/includes/theme.inc).
  • Warning: count(): Parameter must be an array or an object that implements Countable in theme_table() (line 2060 of /home/livolink/public_html/pms/shramikvikasblog/includes/theme.inc).
  • Deprecated function: The each() function is deprecated. This message will be suppressed on further calls in menu_set_active_trail() (line 2404 of /home/livolink/public_html/pms/shramikvikasblog/includes/menu.inc).

ସତ୍ୟ ଘଟଣ।

କଥା ରେ ଅଛି କଷ୍ଟ କଲେ କୃଷ୍ଣ ମିଳେ ଏହି କଥା କୁ ଯୁଗସାଏ  ମାଝି ବୟସ 47 ଅକ୍ଷରେ ଅକ୍ଷରେ ପାଳନ କରି ତାଙ୍କ ଜୀବନରେ ସେ ସଫଳତା ହାସଲ କରିପାରିଛନ୍ତି ତାଙ୍କ ପାଇଁ ନିଷ୍ଟା ଓ କର୍ତ୍ୟବ୍ୟ ପରାୟଣତା ହି ଲକ୍ଷ୍ୟ ହ।ସଲର ଚାବିକାଠି ।

                                        ଯୁଗଶଏ ମାଝି ପିତା –ଯୁଗନିଆ ମାଝି ଗ୍ରା –ମାକରବୀରଲି  ପୋ-  ନଗପଡା ଜି ନୂଆପଡା ର ଜଣେ ଚାଷୀ ବାପା, ମା, ସ୍ତ୍ରୀ,ପୁଅ ଙ୍କୁ ନେଇ ତାଙ୍କର ପରିବାର ମୋଟରେ ତାଙ୍କର ଚାଷଜମି 4.60 ଏକର । ସେ ଖରିଫ ଋତୁରେ ଧାନଚାଷ କରନ୍ତି ଓ ରବି ଋତୁରେ ପନିପରିବା ଚାଷ କରନ୍ତି ବିଗତ 2 ବର୍ଷ ହେଲା ବମ୍ବେ କୁ ଘର ତିଆରି କାମରେ ପ୍ରବାସୀ ହେଉଥିଲେ ଯାହା ରୋଜଗାର କରୁଥିଲେ ସେହି ଟଙ୍କାରେ ପରିବାର ପ୍ରତିପୋଷଣ କରୁଥିଲେ ଯୁଗଶଏ ତାଙ୍କ ଗ୍ରାମରେ କର୍ମୀ ସାମାଜିକ ଅନୁଷ୍ଠାନ ର କ୍ଷେତ୍ରାଧିକାରୀ ମାନଙ୍କ ସହିତ ଭେଟ ହୋଇଥିଲା ଯେତେବେଳେ କି ତାଙ୍କ ଗ୍ରାମରେ ସାଧାରଣ ସଭା ଅନୁଷ୍ଠିତ ହେଉଥିଲା । ଏହି ସଭାରେ ଗ୍ରାମବାସୀଙ୍କର ସହମତି କ୍ରମେ ଶ୍ରୀ ମାଝୀଙ୍କୁ ପନିପରିବା ଚାଷ ପାଇଁ ସହାୟତା କରିବାକୁ ନିଷ୍ପତି ନିଆଗଲା । ଏହା ପରେ ଚାଷଜମିର ପ୍ରକାର ମାଟିର ଗୁଣ ପାଣିର ସୁବିଧା ଇତ୍ୟାଦି କୁ ନିରୀକ୍ଷଣ କରି TATA TRUSTS ODISHAKARMI BODEN ର ମିଳିତ ସହଯୋଗରେ ପ୍ରବାସୀ ହେଉଥିବା ଚାଷୀ ପରିବାର ମାନଙ୍କର ଜୀବନ ଜୀବିକା ରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ପନିପରିବା ବିହନ ସାର କୀଟନାଶକ ସହାୟତା ପ୍ରଦାନ କରାଗଲା                                                                                                                                                       ଉକ୍ତ ସହାୟତା ପାଇବା ପରେ ଶ୍ରୀ ମାଝୀ ଏବଂ ତାଙ୍କ ପରିବାର ଆଗ୍ରହର ସହିତ   ଆଧୁନିକ ପ୍ରଣାଳୀରେ ପନିପରିବା ଚାଷ କରି ଲାଭବାନ ହୋଇଥିଲେ ସେ ମୋଟରେ ଏହି ପନିପରିବା ଚାଷରେ 18,000 ଟଙ୍କା ଲାଭ ପାଇଥିଲେ ଆଗକୁ ମଧ୍ୟ ସେ ତାଙ୍କର ପିଆଜ ଚାଷରେ ଲାଭବାନ ହେବ ପାଇଁ ଳକ୍ଷ୍ୟ ରଖୀଛନ୍ତି ସେ TATA TRUST ODISHA ଦ୍ଵାରା ଆୟୋଜିତ ହୋଇଥିବା କୃଶକ ମେଳାରେ ଯୋଗଦାନ କରିଥିଲେ । ଏହି ମେଲାରେ ଜଣେ ସଫଳ ଟମାଟୋ ଚାଷୀ ଭାବରେ ପୁଅରସ୍କାର ପାଇଥିଲେ ତାଙ୍କ ବଗିଚାରେ ହୋଇଥିବା ଟମାଟୋ ଗଛରେ ୮ କେ. ଜି ରୁ ୧୦ କେ.ଜି ଟମାଟୋ ଫଳିଥିବାର ଦେଖାଯାଇଥିଲା । ଶ୍ରୀ ମାଝି  ଚାଷ କରୁଥିବା ୮୦ ଡିଶିମିଲ ସ୍ଥାନରେ ୨ ଏକର ଚାଷକରିବାପାଇଂ ସ୍ଥିର କରିଛନ୍ତି ହେଲେ ତାଙ୍କ ଜମି ଉପର ରେ ଥିବା FRAM POND ରେ ସେତିକି ପରିମାଣରେ ପାଣି ଉପଲବ୍ଧ ହୋଇପାରୁନାହିଂ ଏଣୂ ସେ ଏକ ଡୀପ ବୋରୋୱାଲ ଓ ସୋଲାର ପମ୍ପ କ୍ରୟ କରି ତାଙ୍କର ଆସା କୁ ସଫଳ କରିବାପାଇଁ ଚେଷ୍ଟା ଅବ୍ୟାହତ ରଖିଛନ୍ତି