Zoom

  • Increase
  • Decrease
  • Normal

Current Zoom: 100%

You are here

ସତ୍ୟ ଘଟଣା(True Story)

Error message

  • Warning: count(): Parameter must be an array or an object that implements Countable in theme_table() (line 1997 of /home/livolink/public_html/pms/shramikvikasblog/includes/theme.inc).
  • Warning: count(): Parameter must be an array or an object that implements Countable in theme_table() (line 2060 of /home/livolink/public_html/pms/shramikvikasblog/includes/theme.inc).
  • Deprecated function: The each() function is deprecated. This message will be suppressed on further calls in menu_set_active_trail() (line 2404 of /home/livolink/public_html/pms/shramikvikasblog/includes/menu.inc).

ଚାଷ କାମ ଯାହାର କେଢେ  ଶୁଖ ତାହାର , ଚାଷୀ ଶୀନା ଯୋଗାଉଛି ଦୁନିଆ କୁ ଆହାର । ଶ୍ରୀ- ପଦୁ ମାଝି ,ବୟସ-୬୧ ,ପିତା-ଚଇତୁ ମାଝି, ଗ୍ରା- ମାକରବିରଲି , (କମାରଖୁଣ୍ଟି) ପୋ- ନାଗପଡା , ବ୍ଲକ-ବୋଡେନ , ଜିଲ୍ଲା- ନୂଆପଡା ର ଜଣେ ସଫଳ ତଥା ସୁଖୀ ଚାଷୀ । ଜିଏ କି ନୂତନ ଓ ଆଧୁନିକ ଜ୍ଞାନକୌଶଲ୍ ଜାଣିବାକୁ ଆଗ୍ରହୀ ଏବଂ ସେ ସବୁକୁ ନିଜର ଚାଷ କ୍ଷେତ୍ରରେ ବ୍ୟବହାର କରିବା ସହିତ ଅନ୍ୟ ଚାଷୀ ମାନେ ଯେପରି ସେ ସବୁ ବ୍ୟବହାର କରିପାରିବେ ସେଥିପାଇଁ ସେ ସଦା ତତ୍ପର । ସେ ଜଣେ ଆର୍ଥିକ ଦୃଷ୍ଟିରୁ ସ୍ଵଛଳ ନୁହନ୍ତି ଏବଂ ତାଙ୍କର ୨.୯୦ ଏକର ଚାଷ ଜମି ରହିଛି । ସେ ମଧ୍ୟ ଜଣେ କ୍ଷୁଦ୍ର ଚାଷୀ । ତଥାପି ମଧ୍ୟ ଚାଷ କାର୍ଯ୍ୟ କରି ଏକ ସଫଳ ଚାଷୀ ଭାବରେ ନିଜକୁ ଉପସ୍ଥାପନ କରିବା ପାଇଁ ସଦା ଚେଷ୍ଟିତ ।

                    ତାଙ୍କର  ପରିବାର କହିଲେ ସମୁଦାୟ ୧୦ ଜଣ । ଏକ ବୃହତ ପରିବାର । ଚାଷ କାର୍ଯ୍ୟ ବ୍ୟତୀତ ତାଙ୍କ ପରିବାର ପ୍ରତି ପୋଷଣ ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବିକ୍ରୟ କରନ୍ତି । ତଥାପି ମଧ୍ୟ ପାଠ ପଢା ପାଇଁ , ଚାଷ କାର୍ଯ୍ୟ ପାଇଂ ତଥା ଅନ୍ୟାନ୍ୟ ଖର୍ଚ ଟଙ୍କାର ଆବଶ୍ୟକତା ହୁଏ । ତେଣୁ ତାଙ୍କ ଦୁଇ ଜଣ ପୁଅ ବିଭିନ୍ନ ସମୟରେ ରାଜ୍ୟ ବାହାରକୁ ରୋଜଗାର କରିବା ପାଇଁ ପ୍ରବାସୀ ହୋଇଥାନ୍ତି । ଯାହାକି  ଦୀର୍ଘ ୫ ବର୍ଷ ହେଲାଣି ଯେତେ ବେଳେ ତାଙ୍କ ପୁଅ ମାନେ ପ୍ରବାସୀ ହୁଅନ୍ତି ଶ୍ରୀ ମାଝି ଙ୍କୁ ଚାଷ କାର୍ଯ୍ୟ ରେ ସହାୟତା କରିବା ପାଇଁ ତାଙ୍କ ସ୍ତ୍ରୀ ରହନ୍ତି । ବର୍ତମାନ ଶ୍ରୀ ମାଝି ବାର୍ଦ୍ଧକ୍ୟ ଜନିତ କାରଣ ରୁ ଆଗ ପରି ଆଊ କଠିନ ପରିଶ୍ରମ କରିବା ପାଇଁ ଅକ୍ଷମତା ପ୍ରକାଶ କରନ୍ତି ।

                    ଠିକ ଏହି ସମୟରେ ତାଙ୍କ ପଡୋଶି ମାନେ ‘KARMI’ ସାମାଜିକ ଅନୁଷ୍ଠାନ ଦ୍ଵାରା ଚାଷୀ ଭାଇ ମାନଙ୍କୁ ନେଇ ମାକରବିରଲି ଠାରେ ଏକ ବୈଠକ ହେଉଥିବାର ସୂଚନା ଦିଅନ୍ତି । ଶ୍ରୀ ମାଝି ଏହି ସୂଚନା ପାଇବା କ୍ଷଣୀ ଏହି ବୈଠକରେ ପହନ୍ତିଜାଆନ୍ତି । ସେ ବୈଠକରେ ସେଶ ଜାଏ ରହନ୍ତି ଏବଂ ବିଚାର ବିମର୍ଶ ପରେ ସମସ୍ତଙ୍କ ସାମ୍ନାରେ ତାଙ୍କ ୯୦ ଡିସିମିଲ ଚାଷ ଜମିରେ ପନିପରିବା ଚାଷ କରିବା ପାଇଁ ଦୃଢ ନିସ୍ପତି ନିଅନ୍ତି । ଏହା ପରେ TATA TRUSTS ODISHA ଏବଂ  ‘KARMI’ ଅନୁଷ୍ଠାନର ମିଳିତ ଉଦ୍ୟମରେ ବିଭିନ୍ନ ପ୍ରକାର ପନିପରିବା ମଞ୍ଜି , ସାର, କୀଟନାଶକ , ଔଷଦ ଦିଆଗଲା ।

ସେ ପନିପରିବା ଚାଷ କରି ବର୍ତମାନ ପର୍ଯ୍ୟନ୍ତ ୧୨୦୦୦ ଟଙ୍କା ଲାଭବାନ ହୋଇଛନ୍ତି । ବର୍ତମାନ ସେ ପିଆଜ ଚାଷରେ ମଧ୍ୟ ଆଗକୁ ଲାଭ ପାଇଁ ଆଶା ରଖିଛନ୍ତି । ତାଙ୍କର ଗଭୀର କୂଅ ଅଛି ତେଣ୍ଡା ସାହାଯ୍ୟରେ ପାଣି ପଡାନ୍ତି । ଏଣୂ ସୋଲାର ପମ୍ପ କ୍ରୟ କରି ଏହି  ପନିପରିବା ଚାଷ କୁ ବୃହତ ଆକାରରେ କରିବା ପାଇଁ ଆଶା ବାନ୍ଧିଛନ୍ତି ।