Zoom

  • Increase
  • Decrease
  • Normal

Current Zoom: 100%

You are here

ସତ୍ୟ ଘଟଣା

Error message

  • Warning: count(): Parameter must be an array or an object that implements Countable in theme_table() (line 1997 of /home/livolink/public_html/pms/shramikvikasblog/includes/theme.inc).
  • Warning: count(): Parameter must be an array or an object that implements Countable in theme_table() (line 2060 of /home/livolink/public_html/pms/shramikvikasblog/includes/theme.inc).

ସତ୍ୟ ଘଟଣା (True Story)

ଶ୍ରୀ:- କହ୍ନେଇ ହଁସ , ପିତା:- ବଳଭଦ୍ର ହଁସ , ମୋ ପରିବାରରେ ବାପା, ମାଆ, ମୁଁ , ମୋ ସ୍ତ୍ରୀ ଓ ପୁଅ ଝିଅ ଦୁଇଟି ଗ୍ରାମ:-ଡୋଟୋ ,ପୋ-କରଙ୍ଗାମାଳ ,ପସ:- ବୋଡେନ , ଜିଲ୍ଲା:-ନୂଆପଡା ର ସ୍ଥାଇ ବାସିନ୍ଦା ଅଟେ ସେ ଜଣେ ଅତି ଗରିବ ଶ୍ରେଣୀର ବ୍ୟକ୍ତି ଅଟେ ସେ

Share it now!

ସତ୍ୟ ଘଟଣା(True Story)

ଚାଷ କାମ ଯାହାର କେଢେ  ଶୁଖ ତାହାର , ଚାଷୀ ଶୀନା ଯୋଗାଉଛି ଦୁନିଆ କୁ ଆହାର । ଶ୍ରୀ- ପଦୁ ମାଝି ,ବୟସ-୬୧ ,ପିତା-ଚଇତୁ ମାଝି, ଗ୍ରା- ମାକରବିରଲି , (କମାରଖୁଣ୍ଟି) ପୋ- ନାଗପଡା , ବ୍ଲକ-ବୋଡେନ , ଜିଲ୍ଲା- ନୂଆପଡା ର ଜଣେ ସଫଳ ତଥା ସୁଖୀ ଚାଷୀ । ଜିଏ କି ନୂତନ ଓ ଆଧୁନିକ ଜ୍ଞାନକୌଶଲ୍ ଜାଣିବାକୁ ଆଗ୍ରହୀ ଏବଂ ସେ ସବୁକୁ ନିଜର ଚାଷ କ୍ଷେତ୍ରରେ ବ୍ୟବହାର କରିବା ସହିତ ଅନ୍ୟ ଚାଷୀ ମାନେ ଯେପରି ସେ ସବୁ ବ୍ୟବହାର କରିପାରିବେ ସେଥିପାଇଁ ସେ ସଦା ତତ୍ପର । ସେ ଜଣେ ଆର୍ଥିକ ଦୃଷ୍ଟିରୁ ସ୍ଵଛଳ ନୁହନ୍ତି ଏବଂ ତାଙ୍କର ୨.୯୦ ଏକର ଚାଷ ଜମି ରହିଛି । ସେ ମଧ୍ୟ ଜଣେ କ୍ଷୁଦ୍ର ଚାଷୀ । ତଥାପି ମଧ୍ୟ ଚାଷ କାର୍ଯ୍ୟ କରି ଏକ ସଫଳ ଚାଷୀ ଭାବରେ ନିଜକୁ ଉପସ୍ଥାପନ କରିବା ପାଇଁ ସଦା ଚେଷ୍ଟିତ ।

Share it now!
Subscribe to RSS - ସତ୍ୟ ଘଟଣା