Zoom

  • Increase
  • Decrease
  • Normal

Current Zoom: 100%

You are here

ସତ୍ୟ ଘଟଣା (True Story)

Error message

  • Warning: count(): Parameter must be an array or an object that implements Countable in theme_table() (line 1997 of /home/livolink/public_html/pms/shramikvikasblog/includes/theme.inc).
  • Warning: count(): Parameter must be an array or an object that implements Countable in theme_table() (line 2060 of /home/livolink/public_html/pms/shramikvikasblog/includes/theme.inc).
  • Deprecated function: The each() function is deprecated. This message will be suppressed on further calls in menu_set_active_trail() (line 2404 of /home/livolink/public_html/pms/shramikvikasblog/includes/menu.inc).

ଶ୍ରୀ:- କହ୍ନେଇ ହଁସ , ପିତା:- ବଳଭଦ୍ର ହଁସ , ମୋ ପରିବାରରେ ବାପା, ମାଆ, ମୁଁ , ମୋ ସ୍ତ୍ରୀ ଓ ପୁଅ ଝିଅ ଦୁଇଟି ଗ୍ରାମ:-ଡୋଟୋ ,ପୋ-କରଙ୍ଗାମାଳ ,ପସ:- ବୋଡେନ , ଜିଲ୍ଲା:-ନୂଆପଡା ର ସ୍ଥାଇ ବାସିନ୍ଦା ଅଟେ ସେ ଜଣେ ଅତି ଗରିବ ଶ୍ରେଣୀର ବ୍ୟକ୍ତି ଅଟେ ସେ ୨୦୦୨ ରୁ CONSTRUCTION କାମରେ ବମ୍ବେ, ଚେନ୍ନାଇ , ଗୁଜୁରାଟ ରେ ଗଛ ମିଲ ରେ କାମ କରି ଆସୁଥିଲେ ଚଳିତ ବର୍ଷ ମଧ୍ୟ ବାହାରକୁ କାମ କରିବାକୁ ଯିବାରଥିଲା ଶୋଭାଗ୍ୟବଶତଃ ବୋଡେନ ବ୍ଲକ ର ‘KARMI’ ସଂଗଠନ ତରଫରୁ ବିକଳ୍ପ ବ୍ୟବସ୍ଥା କରି ପନିପରିବା ଚାଷ ପାଇଁ ତାକୁ ଉନ୍ନନ୍ତ ମାନର ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇଦିଆଗଲା ସେ ତାଙ୍କ ଜମି ପାଖରେ ଏକ ନାଲ ଅଛି ସେଥିରୁ ସେ କମ ପରିମାଣରେ ପନିପରିବା ଚାଷ କରୁଥିଲେ ଘରଚଳଣୀରେ ସୀମିତ ହେଊଥିଲା କର୍ମୀ ସଂଘଠନ  ତରଫରୁ ସାହାଯ୍ୟ ସହଯୋଗ ହେତୁ ୧୦ ଡିଶମିଲ ରୁ ବଢାଇ ୬୦ ଡିଶମିଲ ରେ ପନିପରିବା ଲଗାଇଲେ ବିଦେଶରୁ ଉପାର୍ଜନ ଅର୍ଥରେ ପରିବାର ଚଳାଇବା ସହ ୩୧/୨ HP ର ଏକ ଡିସେଲ ପମ୍ପ କିଣିଥିଲେ ଆର୍ଥିକ ପରିସ୍ଥିତି ଖରାଫ ଥିବାରୁ ଡିସେଲ କିଣି ପାରୁ ନାହାନ୍ତି ଏବଂ ବାଢ ମଧ୍ୟ ଦେଇପାରୁ ନାହାନ୍ତି ଏଣୂ ସରକାର ଓ ସଂଘଠନ ମିଳିତ ସହଯୋଗ ପ୍ରଦାନ କଲେ ସେ ନିଜ ଗ୍ରାମରେ କାମ କରି ଜୀବିକା ଉପାର୍ଜନ କରି ନିଜ ପିଲା ଛୁଆ କୁ ଦୁଇ ଅକ୍ଷର ପଢାଇ ପାରିବେ । ଏହି ବର୍ଷ ପନିପରିବା ବିକି କିଛି ଅର୍ଥ ଉପାର୍ଜନ କରି  ସୁଖ ଦୁଖରେ ଚଳୁଥିଲେ । ଗତ ଫେବ୍ରୁଆରି ୨୮ ତାରିଖ ଦିନ ନୂଆପଡା ଜିଲ୍ଲାର ଯାମପାଣି ଗ୍ରାମ ପଞ୍ଚାଯତ ଗ୍ରାମରେ କର୍ମୀ ସଂଘଠନ ତରଫରୁ ଆମ ବ୍ଲକ ୨୫ ଜଣ ଚାଷୀ କୃଶକ ମେଲାରେ ଯୋଗ ଦେଇଥିଲେ ମାନ୍ୟବର ଜିଲ୍ଲାପାଳ ଶ୍ରୀମତୀ:- ପୋମା ଟୋଡୋ ପ୍ରବାସିତ ପରିବାର ର ଚାଷୀ ସୋଲାର ପମ୍ପ ଓ ତାର ବାଢ ର ବ୍ୟବସ୍ଥା କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।